ଦେଶରେ କରୋନା ଟିକାକରଣ ଅଭିଯାନରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର: ଦେଶରେ କରୋନା ଟିକାକରଣ ଅଭିଯାନରେ ପ୍ରଥମ ସ୍ଥାନରେ ଓଡ଼ିଶା। ଦେଶର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ କରୋନା ଟିକାକରଣ ହାରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଓଡ଼ିଶାରେ ଗତକାଲି ସୁଦ୍ଧା ୧ ଲକ୍ଷ ୯୪ ହଜାର ୫୮ ଜଣ ଟିକା ନେଇଛନ୍ତି। ୧ ଲକ୍ଷ ୪୪ ହଜାର ୬୪୨ ଜଣ ଟିକା ନେବାକୁ ବାକି ରହିଛନ୍ତି। ରାଜ୍ୟରେ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଜାନୁଆରୀ ୩୧ରୁ ଫେବୃଆରୀ ୨ ତାରିଖ ଯାଏ … Continue reading ଦେଶରେ କରୋନା ଟିକାକରଣ ଅଭିଯାନରେ ଓଡ଼ିଶା ପ୍ରଥମ